English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଛାରମଣିଷ
1223 poems
ଭଲ ପାଇଛି
Madhu Mita · 2 min read · 561 reads
ମୁଁ ଚକୋର ନୁହେଁ ଯେ ବର୍ଷାକୁ ଚାହେଁ.. କି ଫୁଲଟେ ନୁହେଁ ଯେ ସୁଗନ୍ଧ ଚାହେଁ.. ମାଟିର ଛାର ମଣିଷଟିଏ ମୁଁ.. କେବଳ ତୁମ ଭଲ ପାଇବା ଟିକେ ଚାହେଁ..!!
Inspirational
ମୁଁ ଛାର ମଣିଷ
Kabiratna N.K. Behera · 1 min read · 190 reads
ମିଛ ମାୟା ମୋହେ ପଡି଼ ରହି ବାରେ ହେଉଛି ମୁଁ ଯେ ବିବଶ ତୁଚ୍ଛା ଆଶା ମୋର ବଢାଉଛି ଲୋଭ ଜ୍ଞାନ ବୁଦ୍ଧି ହୁଏ ନାଶ
Inspirational
ଲେମ୍ବୁ ଦର
Sangita Mishra Satapathy · 1 min read · 124 reads
ବାଇଗଣ କହେ ପରିବା ରାଜା ସବୁଠି ତ ମୋତେ ଖୋଜା ଗୋଟା ଦଶ ଛାର ଲେମ୍ବୁଟା
Comedy
ଆଦିମ ମଣିଷ
Prasanna Kumar Madala · 1 min read · 7.2K reads
ସ୍ବୀକୃତିର ଭୟ ଛାଡି ପରିଚୟ ଖୋଜୁନି ଜାରଜ ଶିଶୁ ଅନ୍ଧାରୁଆ ପାପ ଦେଉନାହିଁ ତାପ ଯାହା ସଙ୍ଗେ ଯିଏ ମିଶୁ.....
Inspirational
ଭଲ ମଣିଷ ଖୋଜା ଚାଲିଛି
baishnaba meher · 1 min read · 356 reads
ଝିଅ ପାଇଁ ବର ଦରକାର, ଭଲ ମଣିଷ ଖୋଜା ଚାଲିଛି, ମଦ ଗଞ୍ଜେଇ ଖାଉଥିଲେ ସତ, ପିଲା ତ ଲକ୍ଷେ କମଉଛି l
Others
ମଣିଷ ଜୀବନ *********
ମଣିଷ ଜୀବନ *********
Susil Pani · 1 min read · 1.2K reads
ମଣିଷ ଜୀବନ *********
Others
Loading…
Next page →