by Kalandi pal ✓ · 2 Aug 2021
ଶାଶୁ ନଣନ୍ଦଙ୍କ ଗଞ୍ଜଣା ସହୁଛି ସଦା ବେଣୁ ସ୍ଵନ ପାଇଁ ବିରହୀ ମନଟା ବେଣୁ ସ୍ଵରେ ବନ୍ଧା ବାଉଛି କଳା କହ୍ନେଇ. ହଜି ଯାଏ ମନ ହଜି ଯାଏ ପ୍ରାଣ ଶୁଣି ବେଣୁ ସ୍ଵନ ରାଇ
Loading comments…
Loading comments…