by Pranati Mahapatra ✓ · 17 Aug 2021
ଶେଷ ପାହାଚରେ ବସି ଶେଷ ଚିଠି ଲେଖୁଛି ମୁଁ ଆନନ୍ଦରେ, ଉତ୍ତର ଦିଅ ବା ନ ଦିଅ ଗୋସେଇଁ ଚାଲୁ ସଂସାର ଧର୍ମରେ, ଏମିତି କିଆଁ ସୃଷ୍ଟିରେ ବଢିବଢି ଯାଏ ଅନ୍ୟାୟ ଅନୀତି ବିଶ୍ଵରୂପ ନିଅ ବାରେ।
Loading comments…
Comments
Loading comments…