English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବିଶ୍ଵରୂପ
9 poems
ବିଶ୍ଵରୂପ ଦର୍ଶନ
Biswanath Nayak · 1 min read · 268 reads
ପ୍ରଦୂଷିତ କରି ପାଣି ଓ ପବନ ସନ୍ତାପିତ କରେ ପ୍ରାଣ। ଦିଅ ଜ୍ଞାନଚକ୍ଷୁ ଅରଜୁନ ପରି କରୁ ସେ ରୂପ ଦର୍ଶନ।
Inspirational
ଅନାଦି ଅନନ୍ତ
Sunanda Mohanty · 1 min read · 11.9K reads
କିଏ ଦେଖୁଛି ତୁମ ଜାତି କୂଳ ଗୋତ୍ର ତୁମେ ତ ଅନାଦି ଅନନ୍ତ ବିଶ୍ଵରୂପ ସଚିତ୍ର.
Others
ଛଳନା ପ୍ରିୟ ଶ୍ରୀକୃଷ୍ଣ
Prafulla Chandra Mishra · 1 min read · 228 reads
ବୃଷଭାନୁ ଜେମା ଯେବେ ବସିଗଲେ ଯାଇ ନାବେ ଛଳିଆ ନଟ ନାଗର ଖେଳ କରନ୍ତି କି ରଙ୍ଗେ ମଝି ନଈ ଟାରେ ଆହା କି ବିଭଙ୍ଗେ, ନାବ କେଳୀ କଲେ କୃଷ୍ଣ ଯମୁନା ରେ ରାଧା ସଙ୍ଗେ ସରଗେ ଦେବୀ ଦେବତା ରହି ପୁଷ୍ପ ବୃଷ୍ଟି କଲେ କୂଳରେ ଦେଖନ୍ତି ଗୋପ
Romance
ଆସ ଆସ ବନମାଳୀ
Dharitri Das · 1 min read · 180 reads
ବାଳ କୃଷ୍ଣ ରୂପେ ଆସ ମୋର କୋଳେ ଥରେ ବସ। ପୁରିଯିବ ମୋର ଆଶ ଆହେ ପ୍ରଭୁ ବିଶ୍ୱବାସ।
Others
ପ୍ରତିଧ୍ୱନି
Sudhashree Bhattamisra · 1 min read · 313 reads
ଇଏ କଣ ଶୁଭ ଲକ୍ଷଣ ଦାନବର, ସମର୍ଥନ, ଆଉ କରତାଳିରେ ମାନବର ଅସ୍ତିତ୍ୱ ହଜିଯାଏ
Abstract
ବିସ୍ମୟ ନୁହେଁ କି
Pranati Mahapatra · 1 min read · 239 reads
ଶେଷ ପାହାଚରେ ବସି ଶେଷ ଚିଠି ଲେଖୁଛି ମୁଁ ଆନନ୍ଦରେ, ଉତ୍ତର ଦିଅ ବା ନ ଦିଅ ଗୋସେଇଁ ଚାଲୁ ସଂସାର ଧର୍ମରେ, ଏମିତି କିଆଁ ସୃଷ୍ଟିରେ ବଢିବଢି ଯାଏ ଅନ୍ୟାୟ ଅନୀତି ବିଶ୍ଵରୂପ ନିଅ ବାରେ।
Inspirational
Loading…
Next page →