by Prafulla Chandra Mishra ✓ · 1 Mar 2021
ବୃଷଭାନୁ ଜେମା ଯେବେ ବସିଗଲେ ଯାଇ ନାବେ ଛଳିଆ ନଟ ନାଗର ଖେଳ କରନ୍ତି କି ରଙ୍ଗେ ମଝି ନଈ ଟାରେ ଆହା କି ବିଭଙ୍ଗେ, ନାବ କେଳୀ କଲେ କୃଷ୍ଣ ଯମୁନା ରେ ରାଧା ସଙ୍ଗେ ସରଗେ ଦେବୀ ଦେବତା ରହି ପୁଷ୍ପ ବୃଷ୍ଟି କଲେ କୂଳରେ ଦେଖନ୍ତି ଗୋପ
Loading comments…
Comments
Loading comments…