by Chinmaya Kumar Nayak ✓ · 18 May 2022
ଭାଙ୍ଗିଗଲେ ସାଜେ ଆଶାବାଡ଼ିଟିଏ କ୍ଷତକୁ ସାଜେ ମଲମ ହାରି ଯାଇଥିବା ହୃଦ ହୁଏ ଶାନ୍ତ ପାଇ ତା ସ୍ପର୍ଶ ନରମ। ସେ କେବେ ଶୀତ କେବେ ଉଷ୍ମ ହରିନିଏ ଜ୍ଵାଳା ହିମ ଜୀବନର ଛୁଇଁ ଅନ୍ତର ମରମ।
Loading comments…
Loading comments…