by Er Subhransu Kumar Behera ✓ · 4 Mar 2021
ଅନୀତିର ସ୍ଵର ହେଉ ରୁଦ୍ଧ ଅହମିକା ଲୋପ ହୋଇଯାଉ , ବୋଧତା ଜାଗ୍ରତ ହେଉ ସତ୍ୟ ଆଉ ପ୍ରେରଣା ଫଲଗୁରେ , ଥରୁଟିଏ ବଞ୍ଚିଯାଉ ... ମଣିଷଟା ବିବେକ ସାମ୍ନାରେ ।
Loading comments…
Loading comments…