by Binapani Tripathy ✓ · 23 Sept 2021
ଚାଲିଛି ଉଦ୍ଧାର ସେବା ଡଙ୍ଗାରେ ପାରି ହେଉଥିଲେ ଝୁମ୍ପୁଡି ପଟିର ବାସିନ୍ଦା ଆଶ୍ରୟସ୍ଥଳି ଆହୁରି ଖଣ୍ଡେ ବାଟ ଅଣ୍ଟା ପିଠି ଆଉଁସି ହେଉଛି ସ୍ତ୍ରୀ ଲୋକଟି ବୋଧେ ଗର୍ଭକଷ୍ଟ ଆଃ...କି ଚିତ୍କାର କୁଆଁ କୁଆଁ ରାବଟେ ଶୁଭିଲା
Loading comments…
Loading comments…