Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ରାବ
5 poems
ଅସ୍ତଗିରିର ଅରୁଣିମା
Sasmita Rout · 1 min read · 323 reads
ଆମେ ଅଣନିଶ୍ବାସି ହୋଇ ଦଉଡୁଛେ। ଟିକେ ଖୋଲା ପବନ ଆଶାରେ କଂକ୍ରିଟ ପାଚେରୀ ଆବଦ୍ଧ ପାର୍କ, କିମ୍ବା ନଦୀ ତଟର ଅଭିମୁଖେ।
Others
ଦୁଇଧାର ଲୁହ
Nibedita Mishra · 1 min read · 113 reads
ଦୁଇ ଧାର ଲୁହର ସୀମା ମଧ୍ୟେ ସୀମିତ ଜୀବନ କୁଆଁ କୁଆଁ ରାବ ଠାରୁ ଶେଷରେ ରାମ ନାମ ଲହୁ ଲୁହ ମଧ୍ୟରେ ଗଢା ଏଇ ସଂସାର ନିୟମ ଜିତେ ସିଏ ଯେ ଲୁହକୁ ଲହୁରେ କରେ ପରିବର୍ତ୍ତନ।
Inspirational
କଲବଲ ହେଉଛି ପ୍ରାଣ
Ajit Kumar Raut · 1 min read · 144 reads
ନିରାକାର ପ୍ରଭୁ ନିଶ୍ଚିନ୍ତେ ବସିଛ ଭାଇ ଭଉଣୀଙ୍କୁ ଧରି, ରୋଦନର ରାବ ଶୁଭୁ ନାହିଁ କର୍ଣ୍ଣେ ଦୟାକର ବଂଶୀଧାରୀ
Inspirational
ବନ୍ୟା
Binapani Tripathy · 1 min read · 128 reads
ଚାଲିଛି ଉଦ୍ଧାର ସେବା ଡଙ୍ଗାରେ ପାରି ହେଉଥିଲେ ଝୁମ୍ପୁଡି ପଟିର ବାସିନ୍ଦା ଆଶ୍ରୟସ୍ଥଳି ଆହୁରି ଖଣ୍ଡେ ବାଟ ଅଣ୍ଟା ପିଠି ଆଉଁସି ହେଉଛି ସ୍ତ୍ରୀ ଲୋକଟି ବୋଧେ ଗର୍ଭକଷ୍ଟ ଆଃ...କି ଚିତ୍କାର କୁଆଁ କୁଆଁ ରାବଟେ ଶୁଭିଲା
Tragedy
ଖରା ତରା
Nayak Akshaya raazhasti · 1 min read · 163 reads
ବେଳେ ଲେଖି ଦେଉ ଥାଏ ଭାଗ୍ୟ ଭବିଷ୍ୟକୁ ସୁରୁଜ ଦେବତା ଦିନେନା ଦିନେ ପହିଲି ମାନ ହେବାକୁ ।
Classics