by Nibedita Mishra ✓ · 25 Jan 2022
ଦୁଇ ଧାର ଲୁହର ସୀମା ମଧ୍ୟେ ସୀମିତ ଜୀବନ କୁଆଁ କୁଆଁ ରାବ ଠାରୁ ଶେଷରେ ରାମ ନାମ ଲହୁ ଲୁହ ମଧ୍ୟରେ ଗଢା ଏଇ ସଂସାର ନିୟମ ଜିତେ ସିଏ ଯେ ଲୁହକୁ ଲହୁରେ କରେ ପରିବର୍ତ୍ତନ।
Loading comments…
Loading comments…