by Tankadhar Majhi ✓ · 19 Jul 2020
ତୁମ ବୋଝ ତୁମେ ବୋହି ପାରୁନ ତୁମେ ବୋହିଥିବା ବୋଝ ଭାରି ନା ମୋ କାନ୍ଧରେ ଥିବା ବୋଝ ଭାରି । ବୋଝ ସଭିଙ୍କ କାନ୍ଧ ଆଉ ମୁଣ୍ଡରେ କିଏ ପୁଅ ଆଉ କିଏ ଝିଅ ବୋଝରେ ପଡ଼ୋଶୀ ତ ଭୋକ ବୋଝରେ କୁଜ୍ଜ ବୃଦ୍ଧ ବୟସ ବୋଝରେ କ୍ଷୀଣ
Loading comments…
Loading comments…