by Trushna Das ✓ · 14 Dec 2020
କିଆଁ କାନ୍ଦୁଛ ଆଜି ବୃଦ୍ଧ ଅବସ୍ଥାରେ ପାଉଛ ଆଜି ନିଜ କର୍ମଫଳ ଯେ ପ୍ରାୟଶ୍ଚିତ କରୁଛ ଆଜି ତୁମେ ଏହା ହିଁ ତ ସତ୍ୟ ଯେ ନିଜ କର୍ମଫଳ ମିଳି ଥାଏ ଏହି ଜୀବନେ।।
Loading comments…
Comments
Loading comments…