by sushama Parija ✓ · 13 Jul 2019
ଜଳବିନା ଚାରିଆଡେ ହାହାକାର, ଭ୍ରୁଣ ସବୁ କରାଳ ମୃତ୍ୟୁର କବଳିତ । ସକେଇ କାନ୍ଦୁଛି ଧରିତ୍ରୀ, ବର୍ଷା ବି ଅସହାୟତା ର ଦୀର୍ଘ ଶ୍ଵାସ ଛାଡୁଛି , କାରଣ ଖୋଜୁଛନ୍ତି ଦିହେଁ ମିଶି, କାହିଁକି ? କାହିଁକି ପ୍ରକୃତି ର ଏଇ ଆକ୍ରୋଶ ?
Loading comments…
Loading comments…