StoryMirror - Read, Write, Share & Repeat- ବର୍ଷାsushama Parija · 2 min read · 377 readsଜଳବିନା ଚାରିଆଡେ ହାହାକାର, ଭ୍ରୁଣ ସବୁ କରାଳ ମୃତ୍ୟୁର କବଳିତ ।
ସକେଇ କାନ୍ଦୁଛି ଧରିତ୍ରୀ, ବର୍ଷା ବି ଅସହାୟତା ର ଦୀର୍ଘ ଶ୍ଵାସ ଛାଡୁଛି ,
କାରଣ ଖୋଜୁଛନ୍ତି ଦିହେଁ ମିଶି, କାହିଁକି ? କାହିଁକି ପ୍ରକୃତି ର ଏଇ ଆକ୍ରୋଶ ?Others
- ସର୍ତ୍ତBinodini Dash · 1 min read · 76 readsସର୍ତ୍ତଟି ହେଉଛି ମାନବ ଶୃଙ୍ଖଳା
ସର୍ତ୍ତହୀନ ହେଲେ ମିଳେନାହିଁ
ଯଶ କି ପୈାରୁଷ
ନିଃସର୍ତ୍ତର କର୍ମ ଫଳେ,
ସନ୍ଦେହଟି ନାହିଁ ତିଳେ,
ସର୍ତ୍ତ ହିଁ ସାଧନା, ବଂଶୀର ମୂର୍ଚ୍ଛନା
ସମୟର ନଈକୂଳେ ।Inspirational
- ବାଟSunanda Mohanty · 1 min read · 11.8K readsଗୁରୁଜନଙ୍କ ଆର୍ଶିବାଦରେ
ପ୍ରଣମି ତାଙ୍କରି ପୟରେ
ନଥିବ ଜୀବନେ ଭୟରେInspirational
- ଭାରି ମନେପଡ ତୁମେପ୍ରିୟଦର୍ଶିନୀ ମହାନ୍ତି · 1 min read · 291 readsସବୁବେଳେ କୁହ ମୋ ତିନି ଝିଅ,
ତିନି ଜ୍ବାଇଁ ମୋର ହେବେ ଯେ ପୁଅ,
ମିଶିକି ବସିବୁ ଚାରି ହେଁ ଯେବେ,
ଦୁଃଖ ମୋର ଦୂର ହୋଇବ ତେବେ ।Tragedy
- ଅଜାଙ୍କ ସିନେମା ଦେଖାManaswani Sahoo · 1 min read · 308 readsଅନୁଶାସନରେ ଆମେ ରହିବା,
କରୋନା ଦାଉରୁ ରକ୍ଷା ପାଇବା।Others
- ବାପାManoj kumar Maharana · 2 min read · 937 readsଯିଏ କୌଣସି ମନ୍ଦିରରେ ରୁହନ୍ତି'ନି
ଛୋଟବଡ଼ ପଥର ହୋଇ
ସିଏ ଆମ ପାଖେ ପାଖେ...Inspirational
Loading…