by Binodini Dash ✓ · 3 Oct 2020
ସର୍ତ୍ତଟି ହେଉଛି ମାନବ ଶୃଙ୍ଖଳା ସର୍ତ୍ତହୀନ ହେଲେ ମିଳେନାହିଁ ଯଶ କି ପୈାରୁଷ ନିଃସର୍ତ୍ତର କର୍ମ ଫଳେ, ସନ୍ଦେହଟି ନାହିଁ ତିଳେ, ସର୍ତ୍ତ ହିଁ ସାଧନା, ବଂଶୀର ମୂର୍ଚ୍ଛନା ସମୟର ନଈକୂଳେ ।
Loading comments…
Comments
Loading comments…