by SUSMITA MISHRA ✓ · 17 Jun 2022
ବାଦଲ ସଵାରୀରେ ବର ଆସିବ ଆନନ୍ଦ ମନେ ସେ ସଵାରୀ ଧରି ସାଇଁ ସାଇଁ ପବନ ଯେ ଚାଲୁଥିବ ମେଘ ଘଡଘଡ଼ି ବାଜା ବଜାଇବ ବିଜୁଳି ଚମକି ଚମକି ନାଚିବ ସାଙ୍ଗରେ ଆଲୋକମାଳା ଧରିଥିବ
Loading comments…
Comments
Loading comments…