by Chinmaya Kumar Nayak ✓ · 17 Jul 2020
ଏଇବାଟେ ଗଲାବେଳେ କାଲି ଯିଏ ବେକ ଭାଙ୍ଗି ଘଡ଼ିଏ ଚାହିଁରହି ନେଉଥିଲା ଅବଶୋଷର ଦୀର୍ଘଶ୍ବାସ ଟିଏ, ସାଉଁଟି ନେଉଥିଲା ପାଖୁଡ଼ା କେତୋଟି ହୃଦୟରେ ଆନ୍ଦୋଳିତ କରି ଏକ ଚରମ ଆନନ୍ଦର ଘନ ଉର୍ମିମାଳା, ଆଜି ସେ ଚାଲିଯାଏ ବାଟଭାଙ୍ଗି ଦେଖ
Loading comments…
Comments
Loading comments…