by Shiba Charan Mahapatra ✓ · 17 Apr 2021
ଭଲଲାଗେ ଭାରି ଦେଖିବାକୁ ଦୂର ଜଙ୍ଗଲ ଜଳିବା ଦୃଶ୍ୟ ଭୋଗିଛ'କି ଭାଇ ଜଙ୍ଗଲଟେ ସାଜି ମୁର୍ଖ ନର ଉପହାସ..!? ଜନ୍ମ ଜନ୍ମାନ୍ତର ଜରାଗ୍ରସ୍ତ ମ୍ଳାନ- ଅଳି- ଅର୍ଦ୍ଦଳି ଯେତେ ସେ ଭାବେ ସେ ନିଦେ ଜାଳି ଦୈ ଯା'ନ୍ତି ସାଇତା ମୋ ଅହଂ ମୋତେ..!!
Loading comments…
Comments
Loading comments…