English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମରୁଦ୍ୟାନ
16 poems
ଜୀବନର ଅଭିସନ୍ଧି
Sunanda Mohanty · 1 min read · 196 reads
ଜୀବନର ଅଭିସନ୍ଧି
Abstract
ଧନ୍ୟବାଦ
Abhiram Mandal · 1 min read · 145 reads
ମନ ମୋର ଥିଲା ବୈଶାଖୀ ମଧ୍ୟାନ୍ନ, ଝାଂଜି ବହୁଥିଲା ହୃଦୟ କାନନେ, ନବ ପଲ୍ଲବରେ ପଲ୍ଲବିତ କଲ, ବସନ୍ତ
Abstract
ବସନ୍ତ ହଜିଛି
pabitra Kumar nayak · 1 min read · 7.5K reads
ଦିନଥିଲା ଏଠି କୃଷ୍ଣଚୂଡା ସଙ୍ଗେ ରଙ୍ଗ ବେରଙ୍ଗର କୁସୁମ ଫଗୁଣ ରଙ୍ଗରେ ରଙ୍ଗେଇ ହୋଇଣ ବାଣ୍ଟୁଥିଲେ ପ୍ରୀତି ଅସୀମ !!
Others
ଭୋକ
Prafulla Chandra Mishra · 1 min read · 287 reads
ରତି କରିବାକୁ ରାତି ନାହିଁ ଆଉ ଆରେ ସଖୀ ସପନ ଦେଖିବା ପାଇଁ ଆଖିରେ ତ ନିଦ ନାହିଁ ଭୋକର ତାତି ରେ ମନ
Abstract
ମରୁଭୂମି ର ଏ ମନ
DR SAMIR RANJAN BEHERA · 1 min read · 233 reads
ଏଠି ଜୀବନ ଜିଇଁବା କଠିନ ରହେ ଅଧୁରା ସପନ ପ୍ରତିମୁହୂର୍ତ୍ତ ରେ ଡିନାମାଇଟ ର ବିସ୍ଫୋରଣ ବଂଚିବା ହେଇଯାଏ ଏକ ଆହ୍ୱାନ ଶୁଷ୍କ ଶୁଷ୍କ ହେଇ ହେଇ ଯାଏ ମରୁଭୂମି ର ଏ ମନ ll
Abstract
ଚହଲା ପାଣିର ଛାଇ
Shiba Charan Mahapatra · 1 min read · 225 reads
ଭଲଲାଗେ ଭାରି ଦେଖିବାକୁ ଦୂର ଜଙ୍ଗଲ ଜଳିବା ଦୃଶ୍ୟ ଭୋଗିଛ'କି ଭାଇ ଜଙ୍ଗଲଟେ ସାଜି ମୁର୍ଖ ନର ଉପହାସ..!? ଜନ୍ମ ଜନ୍ମାନ୍ତର ଜରାଗ୍ରସ୍ତ ମ୍ଳାନ- ଅଳି- ଅର୍ଦ୍ଦଳି ଯେତେ ସେ ଭାବେ ସେ ନିଦେ ଜାଳି ଦୈ ଯା'ନ୍ତି ସାଇତା ମୋ ଅହଂ ମୋତେ..!!
Romance
Loading…
Next page →