by DR SAMIR RANJAN BEHERA ✓ · 16 Dec 2020
ଏଠି ଜୀବନ ଜିଇଁବା କଠିନ ରହେ ଅଧୁରା ସପନ ପ୍ରତିମୁହୂର୍ତ୍ତ ରେ ଡିନାମାଇଟ ର ବିସ୍ଫୋରଣ ବଂଚିବା ହେଇଯାଏ ଏକ ଆହ୍ୱାନ ଶୁଷ୍କ ଶୁଷ୍କ ହେଇ ହେଇ ଯାଏ ମରୁଭୂମି ର ଏ ମନ ll
Loading comments…
Comments
Loading comments…