by Amit Bal ✓ · 25 Feb 2021
ଅଚିହ୍ନା ଫୁଲର ବାସ୍ନା ପାଇଁ ଏତେ ପାଗଳପଣ ହୁଏତ ଥିଲା ଗୋଟେ ମିଥ୍ୟା ଭାବପ୍ରବଣତା ପାଦ ତଳର ମାଟି ସବୁ ଖସି ଚାଲି ଥିଲା ମୁଁ ବସି ବେଧଡକ୍ ଲେଖୁଥିଲି ପ୍ରେମ କବିତା
Loading comments…
Comments
Loading comments…