by Sambit Srikumar ✓ · 25 Feb 2022
କାହାକୁ ଭଲପାଇ ଭୁଲିଯିବା ଏମିତି ନୁହଁଇ ସହଜ କ୍ଷତର ଚିହ୍ନ ରହେ ଚିରଦିନ ଦେହରୁ ଗଲେବି ଦରଜ ମନ ପାରେ ସହି ଅୟୁତ କଣ୍ଟାର ନିଠୁର ଯାତନା ହୋଇଯାଏ ଛାରଖାର ପାଇଲେ ଫୁଲର ଏକଇ ଛଳନା।
Loading comments…
Loading comments…