by Prasanna Kumar Das ✓ · 28 Nov 2020
ଝୁରୁଛି ଯମୁନା କୁଳ ଝୁରଇ କଦମ୍ବ ମୂଳ ବାତୁଳି ହେଲେଣି ଗୋପୀ ଅନାଥ ହେଲା ଗୋକୁଳ କାନ ଡେରି ଡେରି ବଂଶୀ ସ୍ୱନକୁ ....ରାଧା ରାଣୀଗୋ.... ଲେଖ ଲେଖ ଚିଠି ଗୋପୀନାଥକୁ....l
Loading comments…
Comments
Loading comments…