English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଗୋପୀନାଥ
9 poems
ସଙ୍ଗିନୀ
ସୌମ୍ୟ ରଞ୍ଜନ ପାଲ · 1 min read · 6.8K reads
ଭୃଲତା କୁଞ୍ଚନ ଇଙ୍ଗିତ ସିଞ୍ଚନ ଆସେ ତାର ସନ୍ନିକଟ , ଶୁଖିଲା ପ୍ରହର ପ୍ରଭାବ ଯାହାର ଖୋଲିଦିଏ ପ୍ରୀତି ବାଟ ।
Others
ତୁମେ ଏକା ସତ୍ୟ
Saudamini Pattanaik · 1 min read · 178 reads
ସବୁ ଏଠି ମିଛ ପ୍ରଭୁ ତୁମେ ଏକା ସତ୍ୟ ଭକ୍ତ ପାଇଁ ଟେକି ଦେଇ ଅଛ ଦୁଇ ହସ୍ତ । ତୁମ ପାଦ ତଳେ ପ୍ରଭୁ କୋଟି ପ୍ରଣିପାତ କୃପା ଦୃଷ୍ଟି ରଖିଥିବ ଆହେ ଗୋପୀନାଥ ।
Others
ନିଆରା ଏ' ପ୍ରେମ
Sadananda Sahoo · 1 min read · 19 reads
ଖାଦ୍ୟ ପରଷିଲେ ସର୍ବଶାନ୍ତି ମିଳେ ବିଷବି ଅମୃତ ଲାଗେ , କାହିଁକି କେଜାଣି ମନ ନିଏ କିଣି ହୃଦୟରେ ପ୍ରେମ ଜାଗେ ॥
Romance
ଚିଠି
PrasannaKumar Das · 1 min read · 215 reads
ଝୁରୁଛି ଯମୁନା କୁଳ ଝୁରଇ କଦମ୍ବ ମୂଳ ବାତୁଳି ହେଲେଣି ଗୋପୀ ଅନାଥ ହେଲା ଗୋକୁଳ କାନ ଡେରି ଡେରି ବଂଶୀ ସ୍ୱନକୁ ....ରାଧା ରାଣୀଗୋ.... ଲେଖ ଲେଖ ଚିଠି ଗୋପୀନାଥକୁ....l
Others
ବାଟୋଇର ଆଶା
Sunanda Mohanty · 1 min read · 167 reads
ବୁଲି ଚାହିଁଲେ ଦିଶିବ ମୋ ସାକ୍ଷୀଗୋପାଳ ପଡା ସେଇଠି ରହି ବୋଲାଇବ ଗୋପୀନାଥ ରାଧାରାଣୀ ଧରିଥିବେ ହାତେ ଫୁଲତୋଡ଼ା
Inspirational
ଛଳନା
Brundabana Pradhan · 1 min read · 136 reads
ତମେ ସତେ ଗୋପୀନାଥ ଆସିବ କି ଆଉ ଫେରି ଆଜି ବି ଅନାଇ ବସିଛି ଗୋପରେ ରାଧା ଗୋରୀ।
Tragedy
Loading…
Next page →