by Saudamini Pattanaik ✓ · 21 Jul 2019
ସବୁ ଏଠି ମିଛ ପ୍ରଭୁ ତୁମେ ଏକା ସତ୍ୟ ଭକ୍ତ ପାଇଁ ଟେକି ଦେଇ ଅଛ ଦୁଇ ହସ୍ତ । ତୁମ ପାଦ ତଳେ ପ୍ରଭୁ କୋଟି ପ୍ରଣିପାତ କୃପା ଦୃଷ୍ଟି ରଖିଥିବ ଆହେ ଗୋପୀନାଥ ।
Loading comments…
Comments
Loading comments…