by Priyabrata Mohanty ✓ · 24 Oct 2020
ଘରର ବୌହୁ ବଡ଼ ଆଦରେ ଗୋବରରେ ଦିଏ ଲେପ, ସଞ୍ଜ ସକାଳେ ନୀତି ନିୟମେ କରେ ଅଗ୍ନିଦେବ ଯପ ।। ଯାହାବି ମିଳୁ ଚଳେଇ ଦେଉ ଘଷି କୁଟା ଅବା କାଠ, ନାଲି ନିଆଁରେ ଜଳି ତୁ ଥାଉ ନକରି କେବେ ହଟ ।।
Loading comments…
Loading comments…