Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ରନ୍ଧନ
6 poems
ଛାଡ଼ଖାଇ
Sambit Srikumar · 1 min read · 280 reads
ଛାଡ଼ଖାଇ
Tragedy
ମାଉଁସ କସା
Srinibas Mahalik · 1 min read · 6.5K reads
ଭଲ ଭାବେ ତାକୁ କସା କସି କରି ଖାଇବ ଧରିକି ଥାଳି...
Comedy
ଶୀତ ମୋ ମିତ
ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra · 1 min read · 159 reads
ଗରିବ ମିତ ମୋ ଡ଼ରଇ ତୋତେ, ତା ହିତ ନୁହେଁ କି ଆମରି ହିତେ, ମୋ ପାଖେ ପଇସା ଅଛି ପାଇବା ସୁଖ, ଗରୀବ ବିଚରା ପାଇବ ଦୁଃଖ. ସଭିଙ୍କର ମାଆ ଗୋଟିଏ ମଣି, ଶୀତ ମିତ ତୋ ପାଖରେ କରେ ଦୟିନୀ, ନ ଦେବୁ ଗଞ୍ଜଣା ନିନ୍ଦା ନ ପାଆ, ସୁଖେ ଦୁଃଖେ ଋତୁ ମଧ୍ୟେ ଖେଳିକି ଯାଆ.
Classics
ଗଛଟିଏ ମୁଁ
Sudhanjali Mishra · 1 min read · 400 reads
ମୋର ପତ୍ର, ଚେରମୂଳିକୁ ନେଇଣ ସମାଜ ହିତରେ ଔଷଧ କରିଣ ରୋଗରୁ ଉପଶମ ପାଏ
Others
ବାପା ମୁଁ ବାହା ହେବି
Prabhati Mahapatra · 1 min read · 319 reads
ବାପା ମୁଁ ବାହା ହେବି
Comedy
ଚୁଲି
Priyabrata Mohanty · 1 min read · 166 reads
ଘରର ବୌହୁ ବଡ଼ ଆଦରେ ଗୋବରରେ ଦିଏ ଲେପ, ସଞ୍ଜ ସକାଳେ ନୀତି ନିୟମେ କରେ ଅଗ୍ନିଦେବ ଯପ ।। ଯାହାବି ମିଳୁ ଚଳେଇ ଦେଉ ଘଷି କୁଟା ଅବା କାଠ, ନାଲି ନିଆଁରେ ଜଳି ତୁ ଥାଉ ନକରି କେବେ ହଟ ।।
Others