by Snigdha Nayak ✓ · 27 Aug 2020
ପ୍ରତିଦିନ ଘଷିବି ଦାନ୍ତ ଚାଲିଯିବେ ସବୁ ପୋକ ହୋଇ କ୍ଲାନ୍ତ ଖାଇସାରି କରିବି କୁଳି ରହିବନି ଦାନ୍ତରେ ମଳି ଚକଲେଟ ପାଇଁ କରିବିନି ଅଳି
Loading comments…
Loading comments…