by Snigdha Nayak ✓ · 1 Oct 2019
ହୁଏ ଯେବେ ଅମାବାସ୍ୟାରେ ଭାଷିତା ତେବେ ବି ତା ବହୁବନ୍ଧନେ ମୁଁ ସମ୍ପୂର୍ଣ୍ଣ ଗ୍ରାସିତା କେଉଁ ଅଧିକାରେ କର ଉପହାସିତା ?? ସ୍ନିଗ୍ଧା ନାୟକ, କୋଟା,ରାଜସ୍ଥାନ ।।
Loading comments…
Loading comments…