by Nrusingha Narayan Tripathy ✓ · 2 Jun 2021
ସିଗାରେଟ ଅଟେ ବାବୁଙ୍କ ପ୍ରତୀକ କୁହନ୍ତି ଲୋକେ ଭ୍ରମରେ ସିଗାରେଟ ଧୂଆଁ ଦେହକୁ ଅହିତ ଅସନ୍ତୋଷ ପରିବାରେ ll ସିଗାରେଟ ପୁଣି ଗଞ୍ଜେଇ ଖାଆନ୍ତି ନିକୋଟିନ କେମିକାଲ ନିକୋଟିନ ଆଣେ କ୍ୟାନସର ରୋଗ ଏକଥା ମନୁ ନ ଭୁଲ ll
Loading comments…
Comments
Loading comments…