English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନିଶାଗ୍ରସ୍ତ
7 poems
ମଦ ରାକ୍ଷସ
Seetaram Dash · 1 min read · 2.7K reads
ଶିକ୍ଷା ନାହିଁ ସ୍ୱାସ୍ଥ୍ୟ ନାହିଁ ନାହିଁ ଯେ ଆହାର ଗାଁ ଗଣ୍ଡା ସହରରେ ମଦର ଭଣ୍ଡାର।
Abstract
ଅନ୍ଧାରି ଘରେ
Santanu kumar Meher · 1 min read · 375 reads
ଲୁଟୁଛି ଲୁଟେରା ଦିଗହରା ପଥେ ନିଶାଗ୍ରସ୍ତ ଦୁନିଆରେ । ଜୀବନ ଖୋଜୁ ଜୀବନଟି ମରୁଚଲା ବାଲି କୂଳରେ ।।
Others
ଧୂମପାନ
Nrusingha Narayan Triphathy · 1 min read · 183 reads
ସିଗାରେଟ ଅଟେ ବାବୁଙ୍କ ପ୍ରତୀକ କୁହନ୍ତି ଲୋକେ ଭ୍ରମରେ ସିଗାରେଟ ଧୂଆଁ ଦେହକୁ ଅହିତ ଅସନ୍ତୋଷ ପରିବାରେ ll ସିଗାରେଟ ପୁଣି ଗଞ୍ଜେଇ ଖାଆନ୍ତି ନିକୋଟିନ କେମିକାଲ ନିକୋଟିନ ଆଣେ କ୍ୟାନସର ରୋଗ ଏକଥା ମନୁ ନ ଭୁଲ ll
Inspirational
ଅସୁରକ୍ଷିତ ପରୀ
Snigdha Samantaray · 1 min read · 183 reads
ଆଇନ ପ୍ରଣୟନ କଠୋର ହେଲେ ପରୀଭାଗ୍ୟ ଆଲୋକିତ ବିଶ୍ୱାସ ଶବଦ ହଜିତ ଯାଇଛି...
Others
ସ୍ମୃତି ସଞ୍ଜିବନୀ
ଇଂ ଶୁଭ୍ରାଂଶୁ କୁମାର ବେହେରା · 1 min read · 189 reads
ବିକଳ୍ପ ବିରହ ଅବା ଆଉ କିଛି କିନ୍ତୁ ମେଣ୍ଟେ କିଛି ଶୋଷ ।
Abstract
" ତ୍ରିଶଙ୍କୁରେ ଜୀବନ "
Upendra Mahala · 1 min read · 292 reads
ରାସ୍ତାର ପଥଚାରୀଙ୍କୁ ଦେଖି ବେପରୁଆ ଠାଣିରେ ମନଭରି ହାଃ ହାଃ ହସେ ଓ କାନ୍ଦେ। କାହାକୁ ଶୁଭେନି ସେ ଶବ୍ଦ। ସମସ୍ତେ ଦିଶନ୍ତି ତାକୁ ଅଜବ, ଭିନ୍ନ ନିଶାଗ୍ରସ୍ତ ମଣିଷ ସୁଖ ପଛରେ ଗୋଡାଇ ଧାଉଁଥାନ୍ତି ରାତିଦିନ ।
Tragedy
Loading…
Next page →