by Upendra prasad Mahala ✓ · 6 Jul 2021
ରାସ୍ତାର ପଥଚାରୀଙ୍କୁ ଦେଖି ବେପରୁଆ ଠାଣିରେ ମନଭରି ହାଃ ହାଃ ହସେ ଓ କାନ୍ଦେ। କାହାକୁ ଶୁଭେନି ସେ ଶବ୍ଦ। ସମସ୍ତେ ଦିଶନ୍ତି ତାକୁ ଅଜବ, ଭିନ୍ନ ନିଶାଗ୍ରସ୍ତ ମଣିଷ ସୁଖ ପଛରେ ଗୋଡାଇ ଧାଉଁଥାନ୍ତି ରାତିଦିନ ।
Loading comments…
Comments
Loading comments…