by Umashankar Satpathy ✓ · 22 Apr 2021
ନାହିଁ ସେ ଅମରପୋଇ କି ଗୋଲାପ ଯାହା କେବେ ସାଇତା ଥିଲା ମୋଟା ମୋଟା ବହିର ପୃଷ୍ଠାରେ ମଧୁ ଅଛି ନା ରାୟର ଫ୍ରାୟ ପଖାଳ ବି ଫ୍ରାୟ ହୁଏ ରସୁଣ କଞ୍ଚା ଲଙ୍କାରେ ସେଇ ମୋ ସ୍ମୃତି
Loading comments…
Loading comments…