by Debadatta Jena ✓ · 10 Dec 2020
ନିସ୍ତବ୍ଧ ନିଷ୍ଠୁର ସେ ରାତ୍ରୀ, ଲମ୍ଫ ଦେଇ ଅତିକ୍ରମି ରଚିଥିଲ, ସୁଦୀର୍ଘ ଯାତ୍ରାର ନଗ୍ନ ଇତିହାସ, କୀଳିକିଳା ରଡିରେ ଶୁଭୁଥିଲା, ତୁମ୍ଭ ଭେରୀ ଘୋଷର ଜର୍ଜରିତ ନାଦ, କି ଗମ୍ଭୀର ଥିଲା ସେ ଯାତ୍ରାର ଅୟମାରମ୍ଭ,
Loading comments…
Loading comments…