by Chinmaya Kumar Nayak ✓ · 25 Jun 2022
ଦିନର ସପନ ଯେତେ ଅଙ୍କୁରିତ ହେଲେ ଏ ମେଘରେ କଳା ସେ ବାଦଲ ଯେହ୍ନେ ବାନ୍ଧିନେଲା ମଧୁ ଗାମ୍ଭୀର୍ଯ୍ୟରେ ଖାଲି ଯାହା ବର୍ଷିବାକୁ ଥିଲା କିଛି ପ୍ରତୀକ୍ଷାର ସହର୍ଷ ମୁହୂର୍ତ୍ତ ଚମକିଲା ନେତ୍ର ଦ୍ୱୟ ଚପଳାର(ବିଜୁଳି) ଚାରୁ ଝଲକରେ।
Loading comments…
Comments
Loading comments…