English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମୋଡ଼
7 poems
ଇଶ୍ୱର
Pranati Jena · 1 min read · 181 reads
ଇଶ୍ୱର
Inspirational
ଜୀବନର ମୋଡ଼
SUKANTA KHANDA · 1 min read · 171 reads
ଜୀବନର ମୋଡ଼ ଆଣିଦେଲା ଦୁଃଖ ଓ ଯାତନା ଯାହା ଇଛା ନ ଥାଇ ବି ଢଳଢ଼ଳ ତା ପଦ୍ମ ପାଖୁଡାରେ।
Others
ମୋଡ଼
Das Muktikanta · 1 min read · 216 reads
ତାକୁ ତ ମୋ ଉପରେ କେବଳ ବିିଶ୍ଵାସ ଥିଲା ହେଲେ ମୁଁ ତ ଉପରେ ବିନା ବିଶ୍ୱାସରେ ହିଁ,, ଅଟକି ଯାଇଥିଲି ସେହି ଜାଗାରେ।।
Tragedy
ସଙ୍ଘର୍ଷ
Dharitri Das · 1 min read · 145 reads
ସଂଘର୍ଷ ଆପଣେଇ ପାରିଲେ ହୋଇବୁ ସୁଖୀ ସଜନୀ ଗୋ ଡରି ନ ଯିବୁ କେବେ ହୋଇଣ ଦୁଃଖୀ ସଜନୀ ଗୋ ମନକୁ ତୋହର ସଦା କରିବୁ ଦୃଢ଼ ସଜନୀ ଗୋ ନୋହିଲେ ବଦଳି ଯିବ ଜୀବନର ମୋଡ଼ ସଜନୀ ଗୋ
Others
ପଥ ଦର୍ପଣ
Prabhati Mahapatra · 1 min read · 150 reads
ଟାଙ୍ଗରା ଭୂଇଁର ଗୋଡ଼ି ପଥର ମାନେ ଚେତାଇ ଦେଇ ଥିଲେ ବାଟ ଅବାଟର ନିଛକ ସତ୍ୟର କାହାଣୀ! ଅନୁଭବର ଝରକା ଡେଇଁ ଆଜି ବୁଝି ପାରିଛି ଦୋଛକି ଆସିଲେ ଜୀବନ ମୋଡ଼ ବଦଳାଏ
Inspirational
ଏକ ଅଚିହ୍ନା ମୋଡ଼ରେ
Chinmaya Kumar Nayak · 1 min read · 147 reads
ଦିନର ସପନ ଯେତେ ଅଙ୍କୁରିତ ହେଲେ ଏ ମେଘରେ କଳା ସେ ବାଦଲ ଯେହ୍ନେ ବାନ୍ଧିନେଲା ମଧୁ ଗାମ୍ଭୀର୍ଯ୍ୟରେ ଖାଲି ଯାହା ବର୍ଷିବାକୁ ଥିଲା କିଛି ପ୍ରତୀକ୍ଷାର ସହର୍ଷ ମୁହୂର୍ତ୍ତ ଚମକିଲା ନେତ୍ର ଦ୍ୱୟ ଚପଳାର(ବିଜୁଳି) ଚାରୁ ଝଲକରେ।
Romance
Loading…
Next page →