by Dharitri Das ✓ · 21 Apr 2021
ସଂଘର୍ଷ ଆପଣେଇ ପାରିଲେ ହୋଇବୁ ସୁଖୀ ସଜନୀ ଗୋ ଡରି ନ ଯିବୁ କେବେ ହୋଇଣ ଦୁଃଖୀ ସଜନୀ ଗୋ ମନକୁ ତୋହର ସଦା କରିବୁ ଦୃଢ଼ ସଜନୀ ଗୋ ନୋହିଲେ ବଦଳି ଯିବ ଜୀବନର ମୋଡ଼ ସଜନୀ ଗୋ
Loading comments…
Comments
Loading comments…