by Bijaya Panda ✓ · 3 Dec 2019
ତୁମେ, ଚିଠିଟିଏ ଲେଖିଥିଲ ଶେଷଥର ପାଇଁ ତୁମ ବାହାଘରର ଖବର ଦେବାକୁ ଚିଠିଟି ରେ ନା ଖୁସି ଥିଲା ନା ଦୁଃଖ ଭଗବାନଙ୍କ ପ୍ରଦତ୍ତ ଏଇ ଜୀବନରେ ତାଙ୍କ ନିର୍ଦେଶରେ ଯାହା ହେଉଛି ତାଙ୍କୁ ମୁଣ୍ଡପାତି ସହିନେବା ଧର୍ମ ବୋଲି.
Loading comments…
Comments
Loading comments…