English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପ୍ରେମୀଯୁଗଳ
69 poems
ଶୀତରେ ଶୀତ
Dipti lekha Mishra · 1 min read · 278 reads
ମନେ ଅଛି ଆଜି ବି ସେଦିନ ସେ ସୁନ୍ଦର ଶୀତ ସକାଳ ଯେବେ ମୁଁ ଚଦର ଘୋଡେଇ ଶୋଇବାଚୁ ହେଉଥିଲି ବିକଳ ।
Romance
ଏମିତି ବି ପ୍ରେମ ହୁଏ !!
Bijaya Panda · 1 min read · 350 reads
ତୁମେ, ଚିଠିଟିଏ ଲେଖିଥିଲ ଶେଷଥର ପାଇଁ ତୁମ ବାହାଘରର ଖବର ଦେବାକୁ ଚିଠିଟି ରେ ନା ଖୁସି ଥିଲା ନା ଦୁଃଖ ଭଗବାନଙ୍କ ପ୍ରଦତ୍ତ ଏଇ ଜୀବନରେ ତାଙ୍କ ନିର୍ଦେଶରେ ଯାହା ହେଉଛି ତାଙ୍କୁ ମୁଣ୍ଡପାତି ସହିନେବା ଧର୍ମ ବୋଲି.
Romance
ମାଟିର ମହକ
Narayan chandra Senapati · 1 min read · 233 reads
ଭିଜାମାଟିର ବାସ୍ନା ମହକାଏ ପ୍ରେମୀ ଯୁଗଳଙ୍କ ତନୁମନ ପୁଲକିତ ହୁଏ
Others
ଫୁଲେଇ ବର୍ଷା
Ambika Swain · 1 min read · 6.9K reads
ଟୁପୁରୁ ଟୁପୁରୁ ବରଷା ଛିଟାରେ ଭିଜିବାକୁ ଭଲ ଲାଗେ ଅନ୍ତରରେ ଭାରେ ଅସରନ୍ତି ଖୁସି ମନରେ ପୁଲକ ଜାଗେ ।
Others
ପ୍ରେମ ଓ ପ୍ରତାରଣା
Shubhra Suchitra Mahanta · 1 min read · 134 reads
ସଂଜ୍ଞା ବଦଳିଛି ପ୍ରକୃତ ପ୍ରେମର ଆକର୍ଷଣ ଏବେ ପ୍ରେମ ବୋଲି ଜଣା ମିଳନ ହେଉନି ମନ ମନର ବ୍ୟବସାୟ ଭଳି ପ୍ରେମ ହୁଏ କିଣା... ପ୍ରେମ ନାମେ ଆଜି ମିଳେ ପ୍ରତାରଣା....
Romance
ପ୍ରେମ ନୁହେଁ ସ୍ୱପ୍ନ ପୁରୀ
Renuka Samal · 1 min read · 4 reads
ଛଳନାରେ ମୋର ହୃଦୟକୁ ଛନ୍ଦି ଜୀବନେ ଢାଳିଲ ଜହର, କେମିତି ମୁଁ ଏବେ ବିଶ୍ୱାସ କରିବି ମୁଁ କି ନିଜେ ନୁହେଁ ନିଜର
Others
Loading…
Next page →