by Shubhra Suchitra Mahanta ✓ · 24 Nov 2020
ସଂଜ୍ଞା ବଦଳିଛି ପ୍ରକୃତ ପ୍ରେମର ଆକର୍ଷଣ ଏବେ ପ୍ରେମ ବୋଲି ଜଣା ମିଳନ ହେଉନି ମନ ମନର ବ୍ୟବସାୟ ଭଳି ପ୍ରେମ ହୁଏ କିଣା... ପ୍ରେମ ନାମେ ଆଜି ମିଳେ ପ୍ରତାରଣା....
Loading comments…
Loading comments…