by Arup Kumar Biswal ✓ · 18 May 2019
ପାଠ ପଢି ପୁଅ ଦୂରରେ ରହୁଛି ପାଦ ପଡୁ ନାହିଁ ଗାଆଁରେ। ବୁଢା ବାପା ମାଆ ଗୁମୁରି କାନ୍ଦନ୍ତି ଦୁଃଖ ସେ କହିବେ କାହାକୁ। ଅଜାଗା ଘାଆଟା ଦେଖି ପାରନ୍ତିନି ପିଡା ଦିଏ ତାଙ୍କ ଦେହକୁ ।
Loading comments…
Comments
Loading comments…