English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଗ୍ରାମବାସୀ
6 poems
ଗାଆଁଟା ବଦଳି ଯାଇଛି
Arup Kumar Biswal · 1 min read · 257 reads
ପାଠ ପଢି ପୁଅ ଦୂରରେ ରହୁଛି ପାଦ ପଡୁ ନାହିଁ ଗାଆଁରେ। ବୁଢା ବାପା ମାଆ ଗୁମୁରି କାନ୍ଦନ୍ତି ଦୁଃଖ ସେ କହିବେ କାହାକୁ। ଅଜାଗା ଘାଆଟା ଦେଖି ପାରନ୍ତିନି ପିଡା ଦିଏ ତାଙ୍କ ଦେହକୁ ।
Others
ସାର୍ଥକ ହେଉ ମୋ' ବାଣୀ
Prasanna Kumar Madala · 1 min read · 11.7K reads
ନଦୀବନ୍ଧ କୂଳେ ରୋପିଥିଲେ ପୁଳେ ବୃକ୍ଷ ସମ୍ବର୍ଦ୍ଧନ କରି ବର୍ଷାଜଳ ସଞ୍ଚି ଥିବା ଯୋଗୁଁ ବଞ୍ଚି
Inspirational
ଆଦର୍ଶ ପତିପତ୍ନୀ
Jagannath Barik · 1 min read · 154 reads
ସରଳ ଉଦାର ପୁଣି ସତ୍ୟ ଧର୍ମେ ମତି ଦୟା ଦାନ ସେବା ବ୍ରତେ ଅନ୍ତରେ ଆସକ୍ତି |
Classics
ଅନୁନ୍ନତ ଗାଁ ମୋର
Sarat Manhira · 1 min read · 223 reads
ଛୋଟ କି ବଡ଼ ହେଉ ସବୁ ଡାଣନ୍ତି ଧୂଆଁ ବିପଦକୁ ଡାକିନିଅନ୍ତି ଜୀବନ କାଳେ ଅନୁନ୍ନତ ଗାଁ ମୋର ।
Fantasy
ଗ୍ରାମଦେବୀ
Priyabrata Mohanty · 1 min read · 226 reads
ସବୁ ଶୁଭ କାର୍ଯ୍ୟ ଆରମ୍ଭ ହୁଏ ତାର ଆଜ୍ଞା ଅନୁସାରେ ତାର ନାମ ତୁଣ୍ଡେ ଧରିଲେ ଭୂତ ପିଶାଚ ରୁହନ୍ତି ଦୂରେ ।
Children Stories
ମୋତେ ଯିବାକୁ ଦିଅ
NARESH SAHOO · 1 min read · 399 reads
ସାଇକେଲଟାକୁ ସଳଖେଇ ଦେ ପାଣି ଗାମୁଛାଟା ଆଲଣାରୁ ଭିଡି ଆଣ ସଅଳ ସଅଳ ବାହାରି ଯାଏ ଏମୁଣ୍ଡରୁ ସେମୁଣ୍ଡ ପରସ୍ତେ ଘୁରି ଆସିଲେ ଉଶ୍ୱାସ ଲାଗିବ ଅରିମାନା ମେଣ୍ଟିଯିବ।
Others