by NARESH SAHOO · 15 Jul 2022
ସାଇକେଲଟାକୁ ସଳଖେଇ ଦେ ପାଣି ଗାମୁଛାଟା ଆଲଣାରୁ ଭିଡି ଆଣ ସଅଳ ସଅଳ ବାହାରି ଯାଏ ଏମୁଣ୍ଡରୁ ସେମୁଣ୍ଡ ପରସ୍ତେ ଘୁରି ଆସିଲେ ଉଶ୍ୱାସ ଲାଗିବ ଅରିମାନା ମେଣ୍ଟିଯିବ।
Loading comments…
Comments
Loading comments…