by Kalyani Nanda ✓ · 17 Jun 2019
ତୁଳସୀ ଗଛ ମୂଳେ ମାଁ ଦିଏ ସଞ୍ଜ ସଳିତା ଜଳାଇ, ଜୁହାର ହୋଇ ଦେବ ଦେବୀଙ୍କୁ ସୁମରଣା ସିଏ କରଇ, ଗାଁ ମନ୍ଦିରରୁ ଶୁଭେ ଘଣ୍ଟ ଧ୍ବନି, ପୁରାଣ ପଠନ ଶୁଭିଲାଣି, ମନ୍ଦିର ବେଢାରେ ଭକତ ଜନଙ୍କ ସଂକୀର୍ତ୍ତନ ଗୀତ ଶୁଭିଲାଣି।
Loading comments…
Loading comments…