Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଡିବିରି
5 poems
ଗାଁ ରେ ଯେବେ ସଞ୍ଜ ନଇଁ ଆସେ
Kalyani Nanda · 1 min read · 180 reads
ତୁଳସୀ ଗଛ ମୂଳେ ମାଁ ଦିଏ ସଞ୍ଜ ସଳିତା ଜଳାଇ, ଜୁହାର ହୋଇ ଦେବ ଦେବୀଙ୍କୁ ସୁମରଣା ସିଏ କରଇ, ଗାଁ ମନ୍ଦିରରୁ ଶୁଭେ ଘଣ୍ଟ ଧ୍ବନି, ପୁରାଣ ପଠନ ଶୁଭିଲାଣି, ମନ୍ଦିର ବେଢାରେ ଭକତ ଜନଙ୍କ ସଂକୀର୍ତ୍ତନ ଗୀତ ଶୁଭିଲାଣି।
Others
ସୁକୁଟାର ଜେଜେ
Debasis Ray · 1 min read · 119 reads
ନାହିଁ ରେ ନାତି ବିନା ଚଷମାରେ ମୋତେ ଅକ୍ଷର ଦିଶେ ଅଙ୍କା ବଙ୍କା କହନ୍ତ ଯଦି ତମ ପିଲାବେଳ କଥା ଶୁଣନ୍ତି ମୁଁ ଟିକେ ନତ କରି ମଥା ଆମବେଳେ ନଥିଲା ଘର ଖେଳ ପଡିଆରେ ସବୁ ହେଉଥିଲୁ ମେଳ ସବୁ ମିଶି ଆମେ ଖେଳୁଥିଲୁ ବାଗୁଡି
Comedy
ଲଣ୍ଠନ
Pranati Acharya · 1 min read · 206 reads
ଏକ ପ୍ରଖର ବାତାବରଣ ଭିତରୁ କୀଟ ପତଙ୍ଗକୁ ଓଟାରି ଆଣିବା ଶକ୍ତି ଥାଏ ତାର ସନ୍ଧ୍ୟା ହେଲେ ଖୋଜାପଡେ ତାକୂ ସଭିଙ୍କ ଘରେ ମିଞିମିଞି ଆଲୋକରେ ଦେଖିବାକୁ ଭାରି ମନ ମୁଗ୍ଧକର ।।
Classics
ପ୍ରଭୁ ସାହା ହୁଅ ତୁମେ
Bhagabat -chandu · 1 min read · 162 reads
ଡିବିରି ଜଳାଇ କରିପାରେ ପ୍ରଭୁ ଆଲୋକ କ୍ଷୁଦ୍ର କୁଟୀର କରିବି କିପରି ହୃଦ କୁଟୀରରୁ ଘନ ଅନ୍ଧକାର ଦୂର….?
Inspirational
ବିଜୁଳି
KRUTIBAS NAYAK · 1 min read · 174 reads
ପାଦ ଅଟକିଲା ବିଜୁଳି ପାଖରେ ଛାତିରେ ବାଜିଛି ଗୁଳି, ବାନର ସେନା ସେ କିଶୋର ବାଳକ କରିଥିଲା ଜନମେଳି | ଫାଙ୍କାଗୁଳି ମାରି କହିଲା ପୁଲିସ ଚାଲିଯାଅ ଜାଗାଛାଡ଼ି, ଗାନ୍ଧୀ ଜୟଧ୍ଵନି ଦେଇ କେତେଜଣ ଆଗକୁ ଆସିଲେ ମାଡ଼ି |
Tragedy