ସକାଳୁ ରାତି ଯାଏ ଚବିଶ ପ୍ରହର କ୍ରିକେଟର ନାମଯଜ୍ଞ, ଯଜ୍ଞର ଆହୁତି ପାଇଁ ତପସ୍ୟାରେ ଅନେକ ସମର୍ଥକ | କୋଣ ଅନୁକୋଣେ କ୍ରିକେଟର ନାଦ ଓ ନିନାଦ, କ୍ରୀଡା ଜଗତର ଐତିହ ଓ ସଂସ୍କୃତିରେ ସଂଜୀବନୀ ମନ୍ତ୍ର | କାଶ୍ମୀରରୁ କନ୍ୟାକୁମାରୀ ସମସ୍ତଙ୍କ ହୃଦୟରେ ଗୋଟିଏ ସ୍ପନ୍ଦନ, ନିଶ୍ୱାସ ଓ ପ୍ରଶ୍ୱାସରେ କ୍ରିକେଟ ହିଁ ଜୀବନ |
Loading comments…