by ଦୀପଙ୍କର ଦାସ ✓ · 13 Dec 2021
ଇଏ ସେଇ ଘର ଯାହା ପାଇଁ ବହୁତ୍ ଋଣ ହେଇଥିଲା ବାପାଙ୍କୁ ଲାଗିଥିଲା ବୃଦ୍ଧା ଅବସ୍ଥାରେ ରହିବାର ବ୍ୟବସ୍ଥା ହେଇଯାଇଛି ମୋତେ ଜେଜେମାଆ କେବେ କ୍ଷମା କରିବନି ଯାହାର ଜମି ବିକି ମୁଁ ସହରରେ ଘର କରିଛି
Loading comments…
Loading comments…