Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଜେଜେମାଆ
9 poems
କରୋନା ଅସୁର
ରିତେଶ ରଞ୍ଜନ ମହାକୁଳ · 1 min read · 72 reads
କୋଳକରି ତାଙ୍କ ଗେହ୍ଲା ନାତିଟାକୁ ତାଙ୍କ ବିଛଣାକୁ ନେଇଗଲେ |4| ବେଳକାଳ ଏବେ ଭଲ ନୀହିଁ ଧନ କରୋନା ଆସିଛି ରାଇଜରେ ଆକାଶର ଜହ୍ନ ଦେଖାଇ କେମିତି ନିଦ ଭରିଦେବି ତୋ ଆଖିରେ |
Abstract
ଜନ୍ମଦିନ
suchitra pradhan · 1 min read · 332 reads
ଆଜି ସେ ସବୁ ସ୍ୱପ୍ନ ଆଜି ବି ଆସେ ମୋର ସେହି ଦିନ କିନ୍ତୁ କାହାର ନଥାଏ ମନ ମୁଁ ପରା କୁଆଡେ ଏବେ ବୋହୁ
Others
ସ୍ମାର୍ଟ ଫୋନ୍
dipa sikha · 1 min read · 171 reads
ଯନ୍ତର ନୁହେଁ ଲୋ ବିଶୁଆ ମା' ସ୍ମାର୍ଟଫୋନ୍ ତା'ର ନାଁ, ତାକୁଇ ଭରସି ପଢ଼ୁଛନ୍ତି ପାଠ ସହର ହେଉ କି ଗାଁ |
Others
ମୋ ଜେଜେ__ଜେଜେମାଆ
Bijaya Kumar Swain · 1 min read · 228 reads
ଜେଜେମାଆ ଗପ ଭଲ ଲାଗେ ଭାରି ଅମୃତ ଭଳି ସେ କଥା ତାଙ୍କ ଆଶୀର୍ବାଦରେ ହୋଇବି ବଡ଼ ମୁଁ ଆସୁ ଯେତେ ବିଘ୍ନ ବାଧା।
Inspirational
ରାକ୍ଷୀ
sudhakar sethi · 1 min read · 155 reads
ମାଆ ବାପାଙ୍କର ନୟନ ତାରା ଜେଜେମାଆର ଆଶାବାଡି ପାଠରେ କାମରେ ଗୁଣରେ ନେଲୁ ସଭିଙ୍କ ମନ ଜିଣି
Others
ତୁମେ ମୋର ପ୍ରିୟବନ୍ଧୁ
Pranati Mahapatra · 1 min read · 175 reads
ଜନମ କାଳରୁ ମାଆର ତୁଣ୍ଡରୁ ଶୁଣେ ତୁମେ ତା'ର ବନ୍ଧୁ, ଆପଦେ ବିପଦେ ଉଠିଲେ ବସିଲେ ବାପା ତୁଣ୍ଡେ ଜଗବନ୍ଧୁ, ଜେଜେମାଆ ପେଡିର ବନ୍ଧୁ ଜେଜେ ଡାକୁଥାନ୍ତି ଏ ମହାସଙ୍କଟୁ ଉଦ୍ଧର ହେ କୃପାସିନ୍ଧୁ। ସଭିଙ୍କର ପ୍ରିୟବନ୍ଧୁ।
Inspirational
Loading…
Next page →