by Pranati Mahapatra ✓ · 17 Aug 2021
ଜନମ କାଳରୁ ମାଆର ତୁଣ୍ଡରୁ ଶୁଣେ ତୁମେ ତା'ର ବନ୍ଧୁ, ଆପଦେ ବିପଦେ ଉଠିଲେ ବସିଲେ ବାପା ତୁଣ୍ଡେ ଜଗବନ୍ଧୁ, ଜେଜେମାଆ ପେଡିର ବନ୍ଧୁ ଜେଜେ ଡାକୁଥାନ୍ତି ଏ ମହାସଙ୍କଟୁ ଉଦ୍ଧର ହେ କୃପାସିନ୍ଧୁ। ସଭିଙ୍କର ପ୍ରିୟବନ୍ଧୁ।
Loading comments…
Loading comments…