by Bijaya Kumar Swain ✓ · 4 Aug 2021
ଜେଜେମାଆ ଗପ ଭଲ ଲାଗେ ଭାରି ଅମୃତ ଭଳି ସେ କଥା ତାଙ୍କ ଆଶୀର୍ବାଦରେ ହୋଇବି ବଡ଼ ମୁଁ ଆସୁ ଯେତେ ବିଘ୍ନ ବାଧା।
Loading comments…
Loading comments…